ଓଡ଼ିଶା ପ୍ରିମିୟର୍‌ ବ୍ୟାଡ୍‌ମିଣ୍ଟନ୍‌ ଲିଗ୍‌ ପାଇଁ ଖେଳାଳି ନିଲାମ

କଟକ: ଜାନୁଆରିରେ ହେବାକୁଥିବା ଓଡ଼ିଶା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ପାଇଁ ଶନିବାର ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ୮ ଦଳ ଏବିସି ୱାରିୟର୍ସ, ବାରବାଟୀ ଷ୍ଟାର୍ସ, ବଡ଼ବିଲ ଟାଇଗର୍‌, ଫାଲକନ୍‌ ଫାଇଟର୍ସ, ଢେଙ୍କାନାଳ ଡିଫେଣ୍ଡର୍ସ, କଳିଙ୍ଗ ଷ୍ଟାଇକର୍ସ, ଏଲ୍‌ବିଏନ୍‌ ଲାୟନ୍ସ ଓ ପୁରୀ ସ୍ମାଶ୍‌ କିଙ୍ଗ୍‌ ଅଂଶଗ୍ରହଣ କରୁଛନ୍ତି। ମାଲିକମାନେ ଶନିବାର କଟକ କ୍ଲବ୍‌ ଆନେକ୍ସ-୧ରେ ନିଲାମ ପ୍ରକ୍ରିୟାରେ ଏକାଧିକ ଖେଳାଳିଙ୍କୁ ଦଳରେ ନେଇଛନ୍ତି। ରାଜ୍ୟ ବ୍ୟାଡମିଣ୍ଟନ … Continue reading ଓଡ଼ିଶା ପ୍ରିମିୟର୍‌ ବ୍ୟାଡ୍‌ମିଣ୍ଟନ୍‌ ଲିଗ୍‌ ପାଇଁ ଖେଳାଳି ନିଲାମ